ଆଖିବୁଜି ଲୁଟିଛନ୍ତି ଏମଭିଆଇ: ଭୁବନେଶ୍ୱରରେ ୩୧ଟି ପ୍ଲଟ୍ ଠାବ,୧୦ ବେନାମୀ ପ୍ଲଟ୍ ବି ଅଛି

ନୟାଗଡ଼ ଏମଭିଆଇ ପଂଚାନନ ବେହେରାଙ୍କର କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ଓ ଆୟବର୍ହିଭୁତ ସମ୍ପତ୍ତି  ଠାବ କରିଛି ରାଜ୍ୟ ଭିଜିଲାନ୍ସ। କେବଳ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୧ଟି ମୂଲ୍ୟବାନ ପ୍ଲଟ୍ ରହିଛି।

 Patchanan Behera PhotoOR

ପଂଚାନନ ବେହେରା

Ordigital Desk
  • Published: Tuesday, 09 January 2024
  • Updated: 09 January 2024, 08:20 PM IST

Sports

Latest News

ନୟାଗଡ଼ ଏମଭିଆଇ ପଂଚାନନ ବେହେରାଙ୍କର କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ଓ ଆୟବର୍ହିଭୁତ ସମ୍ପତ୍ତି  ଠାବ କରିଛି ରାଜ୍ୟ ଭିଜିଲାନ୍ସ । କେବଳ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୧ଟି ମୂଲ୍ୟବାନ ପ୍ଲଟ୍ ରହିଛି । ସେଥିରୁ ୧୦ଟି ବେନାମୀ ବି ଅଛି । ଆଉ ଶୈଳେଶ୍ରୀ ବିହାର ଓ ପାଣ୍ଡରାରେ ବି ୫୪୦୦ବର୍ଗଫୁଟ ଅଂଚଳରେ କୋଠା ରହିଛି । ୭୨ଲକ୍ଷ ଟଙ୍କା ଡିପୋଜିଟ୍ ମଧ୍ୟ ଠାବ ହୋଇଛି ।

ରାଜ୍ୟ ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଏମଭିଆଇ ଶ୍ରୀ ବେହେରାଙ୍କ ସାଲେପୁରସ୍ଥିତ ପୈତୃକଘର ସମେତ ମୋଟ ୭ଟି ସ୍ଥାନରେ ଚଢ଼ଉ ହୋଇଥିଲା । ଆୟ ବର୍ହିଭୁତ କୋଟି କୋଟି ଟଙ୍କାର ସମ୍ପତ୍ତି ସେ ଠୁଳ କରିଥିବା ଜଣାପଡ଼ିଛି ।  ଆଖି ଖୋସି ହୋଇଯିବା ଭଳି ତାଙ୍କର ସମ୍ପତ୍ତିକୁ ଭିଜିଲାନ୍ସ ଠାବ କରିଛି । କେବଳ ରାଜଧାନୀ ଭୁବନେଶ୍ୱରରେ ୧୦ଟି ବେନାମୀ ପ୍ଲଟ୍ ସହ ମୋଟ ୩୧ଟି ପ୍ଲଟ ତାଙ୍କର ରହିଛି । ଯାହାର ମୂଲ୍ୟ ପ୍ରାୟ ୨.୧୦କୋଟି ଟଙ୍କା ପଞ୍ଜିକରଣ ଦସ୍ତାବିଜରେ ଉଳ୍ଲେଖ ଅଛି । ମାତ୍ର ଏହାର ବାସ୍ତବ ମୂଲ୍ୟ ଢ଼େରଗୁଣ ଅଧିକ ହେବ । ଏସବୁ ପ୍ଲଟ କମ୍ ମୂଲ୍ୟରେ ପଞ୍ଜିକରଣ ହୋଇଥିବା ଭିଜିଲାନ୍ସ ସନ୍ଦେହ କରୁଛି । କେବଳ ପଥରଗାଡ଼ିଆ ମୌଜାରେ ୧୨ଟି ପ୍ଲଟ୍ ଥିବାବେଳେ ଅନ୍ୟ ପ୍ଲଟଗୁଡ଼ିକ ଭୁବନେଶ୍ୱରର ପ୍ରମୁଖ ଅଂଚଳରେ ରହିଛି । ନିଜ ଶଳା ଓ ଅନ୍ୟ ସମ୍ପର୍କୀୟଙ୍କ ନାଁରେ ମଧ୍ୟ ସେ ପ୍ଲଟ୍ କିଣିଥିବାର ଦସ୍ତାବିଜ ଭିଜିଲାନ୍ସ ପାଇଛି ।

Also Read

ସେହିପରି ତାଙ୍କର ବିଭିନ୍ନ ବ୍ୟାଙ୍କ ଓ ବୀମା ଡିପୋଜିଟ୍ ବାବଦରେ ୭୨.୮୦ଲକ୍ଷ ଟଙ୍କା ରହିଛି । ୧୫ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା, ସୁନା ଓ ଗୃହ ଉପକରଣ ସାମଗ୍ରୀ ମିଳିଛି ।  ସେ ଉପଯୋଗ କରୁଥିବା ୪ଟି ବେନାମୀ ଗାଡ଼ି ରହିଛି । ଯାହା ଅନ୍ୟମାନଙ୍କ ନାଁରେ ରେକର୍ଡଭୁକ୍ତ । ଏଥିରେ ମାରୁତି ସୁଜୁକି, ଫୋର୍ଡ ଫିଗୋ, ସେଭେରାଲେଟ୍ ଡିଏସଏଲ୍  ଓ ଅଶୋକ ଲେଲାଣ୍ଡ ପିକଅପ୍ ସମେତ ଗୋଟିଏ ଦୁଇଚକିଆ ସ୍କୁଟି ମଧ୍ୟ ରହିଛି ।
ଶ୍ରୀ ବେହେରା ତାଙ୍କ ପୁଅକୁ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ଏମବିବିଏସ୍ ପାଠ ପଢ଼ାଇବା ପାଇଁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି ।

ଅଧିକ ତଥ୍ୟ ଜାଣିବା ପାଇଁ ଶ୍ରୀ ବେହେରାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଜେରା କରୁଛନ୍ତି । ଆହୁରି ଅଧିକ ସମ୍ପତ୍ତି ମିଳିବ ବୋଲି ଭିଜିଲାନ୍ସ ସନ୍ଦେହ କରୁଛି । ଶ୍ରୀ ବେହେରାଙ୍କ ସାଲେପୁର ପୈତୃକ ଘର ସମେତ ନୟାଗଡ଼ ଭଡ଼ାଘର, ଶୈଳେଶ୍ରୀବିହାରର ୩୦୦୦ବର୍ଗଫୁଟ ଅଂଚଳରେ ଘର ଓ ପାଣ୍ଡରାରେ ୨୪୦୦ବର୍ଗଫୁଟ ଜମିରେ ଘର, ଖୋର୍ଦ୍ଧାର ଗୋବିନ୍ଦପୁରରେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱର ସତ୍ୟବିହାରରେ ଅନ୍ୟଜଣେ ସମ୍ପର୍କୀୟଙ୍କ ଘର ସହ ନୟାଗଡ଼ା ଏମଭିଆଇ ଅଫିସରେ ଆଜି ଏକସଙ୍ଗେ ୬ଜଣ ଡିଏସପି, ୩ଜଣ ଇନ୍ସପେକ୍ଟେର ଓ ୮ଜଣ ଏଏସଆଇଙ୍କ ସମେତ ଅନ୍ୟ ଅଧିକାରୀମାନେ ଏକସଙ୍ଗେ ଚଢ଼ଉ କରିଥିଲେ ।

ତାଙ୍କୁ ଅଧିକ ଜେରା କରାଯାଉଛି ଓ ସମ୍ଭବତଃ ତାଙ୍କୁ ଆସନ୍ତାକାଲିସୁଦ୍ଧା ଗିରଫ କରାଇପାରେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story