Advertisment

ଅସୁରକ୍ଷିତ ଲେଡି ଅଫିସର !

ଉଦିତନଗର ଥାନାର ମହିଳା ASI ଆଲିଶା ନର୍‌ମି ଲୁଗୁନଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା। ସଡ଼କ ଦୁର୍ଘଟଣାସ୍ଥଳକୁ ଯାଇଥିବାବେଳେ କିପରି ହେଲା ମୃତ୍ୟୁ ?

Advertisment

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଉପରୁ ହଟିନି ପରଦା। ଜିଲ୍ଲା ପ୍ରଶାସନର ଆଭିମୁଖ୍ୟ ପଦାରେ ପଡିଥିବା ବେଳେ ଠିକ ଏତିକି ବେଳେ ଉଦିତନଗର ଥାନାର ମହିଳା ASI ଆଲିଶା ନର୍‌ମି ଲୁଗୁନଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା। ସଡ଼କ ଦୁର୍ଘଟଣାସ୍ଥଳକୁ ଯାଇଥିବାବେଳେ କିପରି ହେଲା ମୃତ୍ୟୁ ?

Advertisment
Odisha Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe