Advertisment

ଗୋପାଳ ଲଣ୍ଡା ହେଲା କେବେ, ଚୁଟି ଉଠିଲା କେବେ ?

ନବ ଦାସଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଉଲ୍ଲେଖ ଅଛି। ତେବେ ଗୋପାଳ ଲଣ୍ଡା ହେଲା କେବେ, ତାର ଚୁଟି ଉଠିଲା କେବେ ?

author-image
Manoj Swain

ନବ ଦାସଙ୍କୁ ହତ୍ୟା କରିବା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ ଶହ ପୃଷ୍ଠାର ଚାର୍ଜସିଟରେ ଏଭଳି କିଛି ତଥ୍ୟ ଉଲ୍ଲେଖ ଅଛି। ତେବେ ଗୋପାଳ ଲଣ୍ଡା ହେଲା କେବେ, ତାର ଚୁଟି ଉଠିଲା କେବେ ?

Advertisment
Naba Das Murder Gopal Das