Advertisment

ନବ ଦାସଙ୍କ ଦେହରେ ବାଜିଥିବା ଗୁଳି କୁଆଡ଼େ ଗଲା ?

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ପୂରିଲା ବର୍ଷେ। ତଥାପି ଏଯାଏଁ ରହସ୍ୟ ଘେରରେ ହତ୍ୟାର କାରଣ।

Advertisment

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ପୂରିଲା ବର୍ଷେ। ତଥାପି ଏଯାଏଁ ରହସ୍ୟ ଘେରରେ ହତ୍ୟାର କାରଣ। ଏ ପର୍ଯ୍ୟନ୍ତ ପୁରା ରାଜ୍ୟବାସୀଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ, ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ରାଜ୍ୟ ସରକାରଙ୍କ ଜଣେ ପ୍ରଭାଶାଳୀ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଗୋପାଳ ଦାସକୁ କିଏ ଦେଇଥିଲା ସୁପାରିଶ୍ ? ତେବେ ହତ୍ୟାକାଣ୍ଡକୁ ନେଇ ହୋଇଥିବା ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ। ଶୁଣନ୍ତୁ ସେ କଣ କହୁଛନ୍ତି। 

Advertisment
Odisha Suresh Pujari Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe