Advertisment

ନବ ଦାସଙ୍କ ହତ୍ୟା ଘଟଣାକୁ ପୂରିଲା ବର୍ଷେ; ଏବେବି ରହସ୍ୟ ଘେରରେ ହତ୍ୟାର କାରଣ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ପୂରିଲା ବର୍ଷେ।

Advertisment

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ପୂରିଲା ବର୍ଷେ। ତଥାପି ଏଯାଏଁ ରହସ୍ୟ ଘେରରେ ହତ୍ୟାର କାରଣ। ଏ ପର୍ଯ୍ୟନ୍ତ ପୁରା ରାଜ୍ୟବାସୀଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ, ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ରାଜ୍ୟ ସରକାରଙ୍କ ଜଣେ ପ୍ରଭାଶାଳୀ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଗୋପାଳ ଦାସକୁ କିଏ ଦେଇଥିଲା ସୁପାରିଶ୍ ? ଏ ପ୍ରଶ୍ନର ଉତ୍ତର ନା କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ନା ଓଡ଼ିଶାବାସୀ ଜାଣିପାରିଲେ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Naba Das Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe