ବିଶାଳ ଖୁସି ତ ଏହି ଚାର୍ଜସିଟରେ ? | Odisha Reporter
କ୍ରାଇମବ୍ରାଞ୍ଚ ଫାଇଲ୍ କରିଥିବା ଚାର୍ଜସିଟ୍ରେ ଖୁସି ତ ବିଶାଳ ଦାସ ? ବିଶାଳ ଯେଉଁ ବୟାନ ଦେଇଥିଲେ ସେ ଆଧାରରେ ତଦନ୍ତ ହୋଇଛି ତ ? ବିଶାଳ ଦାସ କହିଥିଲେ, ' ମୋ ବାପାଙ୍କୁ ପ୍ରି ପ୍ଲାନ ମର୍ଡର କରାଯାଇଛି, କାରଣ ବ୍ରଜରାଜନଗରରେ ମୋ ବାପାଙ୍କର ବିରୋଧୀ ଥିଲେ' । ହେଲେ ଷଡ଼ଯନ୍ତ୍ର ଦିଗରେ ଚାର୍ଜସିଟରେ କୌଣସି କଥା ଉଲ୍ଲେଖ ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
