ପୁଲିସ ବିରୋଧରେ ହାଏ ହାଏ ନାରା

ନବଙ୍କ ମୃତ୍ୟୁପରେ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିବା ସମର୍ଥକମାନେ ସିଧା ସଳଖ ନାରା ଦେଉଛନ୍ତି ପୋଲିସ୍ ପ୍ରଶାସନ ହାଏ ହାଏ। ଝାରସୁଗୁଡ଼ା ପୋଲିସ୍ ହାଏ ହାଏ। ଗୋପାଳ ଦାସ ହାଏ ହାଏ। ଭିଡ଼ ଭିତରେ ଥିବା ରାଜା ସ୍ୱାଇଁଙ୍କୁ ଦେଖି ଏହା କହିଛନ୍ତି ସମର୍ଥକ। ସିଧାସଳକ ଅଭିଯୋଗ ଆଣୁଛନ୍ତି ସିବିଆଇ ଦତନ୍ତ ପାଇଁ ସୁପାରିସ କରନ୍ତୁ ସରକାର।

Debendra Prusty
  • Published: Wednesday, 01 February 2023
  • Updated: 01 February 2023, 11:39 AM IST

Sports

Latest News

ନବଙ୍କ ମୃତ୍ୟୁପରେ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିବା ସମର୍ଥକମାନେ ସିଧା ସଳଖ ନାରା ଦେଉଛନ୍ତି ପୋଲିସ୍ ପ୍ରଶାସନ ହାଏ ହାଏ। ଝାରସୁଗୁଡ଼ା ପୋଲିସ୍ ହାଏ ହାଏ। ଗୋପାଳ ଦାସ ହାଏ ହାଏ। ଭିଡ଼ ଭିତରେ ଥିବା ରାଜା 
ସ୍ୱାଇଁଙ୍କୁ ଦେଖି ଏହା କହିଛନ୍ତି ସମର୍ଥକ।  ସିଧାସଳକ ଅଭିଯୋଗ ଆଣୁଛନ୍ତି ସିବିଆଇ ଦତନ୍ତ ପାଇଁ ସୁପାରିସ କରନ୍ତୁ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos