ପୋଲିସ ବିରୋଧରେ ହାଏ ହାଏ ନାରା | Odisha Reporter
Advertisment
ନବଙ୍କ ମୃତ୍ୟୁପରେ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିବା ସମର୍ଥକମାନେ ସିଧା ସଳଖ ନାରା ଦେଉଛନ୍ତି ପୋଲିସ୍ ପ୍ରଶାସନ ହାଏ ହାଏ। ଝାରସୁଗୁଡ଼ା ପୋଲିସ୍ ହାଏ ହାଏ। ଗୋପାଳ ଦାସ ହାଏ ହାଏ। ଭିଡ଼ ଭିତରେ ଥିବା ରାଜା
ସ୍ୱାଇଁଙ୍କୁ ଦେଖି ଏହା କହିଛନ୍ତି ସମର୍ଥକ। ସିଧାସଳକ ଅଭିଯୋଗ ଆଣୁଛନ୍ତି ସିବିଆଇ ଦତନ୍ତ ପାଇଁ ସୁପାରିସ କରନ୍ତୁ ସରକାର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us