ନବଙ୍କୁ ମରିବା ପାଇଁ ଛାଡ଼ି ଦେଇଥିଲେ!| Odisha Reporter
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ନବଙ୍କୁ ଗୁଳିମାଡ଼ ହେବା ପରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଟ୍ରିଟମେଣ୍ଟ କରାଯାଇଥିଲା ନା ନାହିଁ ସେନେଇ ପୁଣି ଥରେ ସନ୍ଦେହ ସୃଷ୍ଟି ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
