ଢେଙ୍କାନାଳ: ନାବାଳିକା ଝିଅକୁ ବାପାର ଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଳା ଲତାବାଇସିଂଙ୍ଗା ଗାଁର ଲୁବୁରୁ ହାଇବ୍ରୁ ତାଙ୍କ ନାବାଳିକ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଝିଅର ମା’ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଝିଅ ଛେଳି ଚରାଇବାକୁ ଯାଇଥିବା ବେଳେ ତାକୁ ତା ବାପା ଦୁଷ୍କର୍ମ କରିଥିଲା। କାହାରିକୁ କହିଲେ ଜୀବନରେ ମାରି ଦେବାକୁ ବି ଧମକ ଦେଇଥିଲା। ଅଭିଯୋଗ ପାଇବା ପରେ ପୋଲିସ୍ ଅଭିଯୁକ୍ତ ଲୁବୁରୁ ହାଇ୍ରବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଝିଅଟିର ଡାକ୍ତରୀ […]

dkl rape

dkl rape

Rakesh Mallick
  • Published: Saturday, 10 October 2015
  • Updated: 10 October 2015, 09:33 AM IST

Sports

Latest News

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଳା ଲତାବାଇସିଂଙ୍ଗା ଗାଁର ଲୁବୁରୁ ହାଇବ୍ରୁ ତାଙ୍କ ନାବାଳିକ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଝିଅର ମା’ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଝିଅ ଛେଳି ଚରାଇବାକୁ ଯାଇଥିବା ବେଳେ ତାକୁ ତା ବାପା ଦୁଷ୍କର୍ମ କରିଥିଲା। କାହାରିକୁ କହିଲେ ଜୀବନରେ ମାରି ଦେବାକୁ ବି ଧମକ ଦେଇଥିଲା। ଅଭିଯୋଗ ପାଇବା ପରେ ପୋଲିସ୍ ଅଭିଯୁକ୍ତ ଲୁବୁରୁ ହାଇ୍ରବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଝିଅଟିର ଡାକ୍ତରୀ ମାଇନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story