dkl rape
Advertisment
ଢେଙ୍କାନାଳ: ଢେଙ୍କନାଳ ଜିଲ୍ଳା ଲତାବାଇସିଂଙ୍ଗା ଗାଁର ଲୁବୁରୁ ହାଇବ୍ରୁ ତାଙ୍କ ନାବାଳିକ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଝିଅର ମା’ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଝିଅ ଛେଳି ଚରାଇବାକୁ ଯାଇଥିବା ବେଳେ ତାକୁ ତା ବାପା ଦୁଷ୍କର୍ମ କରିଥିଲା। କାହାରିକୁ କହିଲେ ଜୀବନରେ ମାରି ଦେବାକୁ ବି ଧମକ ଦେଇଥିଲା। ଅଭିଯୋଗ ପାଇବା ପରେ ପୋଲିସ୍ ଅଭିଯୁକ୍ତ ଲୁବୁରୁ ହାଇ୍ରବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଝିଅଟିର ଡାକ୍ତରୀ ମାଇନା କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/dkl.jpg)