/odisha-reporter/media/post_attachments/uploads/2015/09/jajpur1.jpg)
jajpur
ଯାଜପୁର: ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଜିଲ୍ଲା ଦୌରାଜଜ ଜୀବନ ବଲ୍ଲଭ ଦାସ ଅଭିଯୁକ୍ତ ବାମଦେବ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୫ ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୨ରେ ବଡଚଣା ଥାନା କୂଳହରିପୁର ଗାଁର ଜଣେ ନାବାଳିକାଙ୍କୁ ବାମଦେବ ଉଠାଇ ନେଇ ଏକ ଅର୍ଦ୍ଧନିର୍ମିତ ଘରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜିଲ୍ଲା ଦୌରାଜଜ ୨୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଏହି ରାୟ ଶୁଣାଇଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
