Advertisment

ନାବାଳିକାକୁ ଦୁଷ୍କର୍ମ ଘଟଣା: ଦୋଷୀକୁ ୧୫ ବର୍ଷ କାରା ଦଣ୍ଡାଦେଶ

ଯାଜପୁର: ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଜିଲ୍ଲା ଦୌରାଜଜ ଜୀବନ ବଲ୍ଲଭ ଦାସ ଅଭିଯୁକ୍ତ ବାମଦେବ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୫ ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୨ରେ ବଡଚଣା ଥାନା କୂଳହରିପୁର ଗାଁର ଜଣେ ନାବାଳିକାଙ୍କୁ ବାମଦେବ ଉଠାଇ ନେଇ ଏକ ଅର୍ଦ୍ଧନିର୍ମିତ ଘରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜିଲ୍ଲା ଦୌରାଜଜ ୨୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଏହି ରାୟ ଶୁଣାଇଛନ୍ତି ।

ଅଦ୍ୟତନ ହୋଇଛି
ନାବାଳିକାକୁ ଦୁଷ୍କର୍ମ ଘଟଣା: ଦୋଷୀକୁ ୧୫ ବର୍ଷ କାରା ଦଣ୍ଡାଦେଶ

jajpur

Advertisment

jajpurଯାଜପୁର: ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଜିଲ୍ଲା ଦୌରାଜଜ ଜୀବନ ବଲ୍ଲଭ ଦାସ ଅଭିଯୁକ୍ତ ବାମଦେବ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୫ ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୨ରେ ବଡଚଣା ଥାନା କୂଳହରିପୁର ଗାଁର ଜଣେ ନାବାଳିକାଙ୍କୁ ବାମଦେବ ଉଠାଇ ନେଇ ଏକ ଅର୍ଦ୍ଧନିର୍ମିତ ଘରେ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଜିଲ୍ଲା ଦୌରାଜଜ ୨୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ଏହି ରାୟ ଶୁଣାଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe