Advertisment

ନବରଙ୍ଗପୁର: ମଦ ପାଇଁ ମା’କୁ ହତ୍ୟା ଅଭିଯୋଗ, ପୁଅ ଗିରଫ

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ପାପଡହାଣ୍ଡିରେ ମା’କୁ କଟୁରୀରେ ହାଣି ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ମୃତ ମହିଳାଙ୍କ ନାମ ସୁକାଇ ଦେବୀ। ମଦ ପିଇବାକୁ ପଇସା ନ ଦେବାରୁ ତାଙ୍କୁ  ପୁଅ ରବି ଏକ କଟୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଅଭିଯୁକ୍ତ ରବିକୁ ଧରି ପୋଲିସ ହେପାଜାତରେ ଦେଇଥିଲେ। ପାପଡହାଣ୍ଡି ପୋଲସ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ରବିକୁ ଗିରଫ କରିଛି। ଏନେଇ ପୋଲିସ ଏକ […]

ନବରଙ୍ଗପୁର: ମଦ ପାଇଁ ମା’କୁ ହତ୍ୟା ଅଭିଯୋଗ, ପୁଅ ଗିରଫ

pua

Advertisment

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ପାପଡହାଣ୍ଡିରେ ମା’କୁ କଟୁରୀରେ ହାଣି ହତ୍ୟା କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ୍। ମୃତ ମହିଳାଙ୍କ ନାମ ସୁକାଇ ଦେବୀ। ମଦ ପିଇବାକୁ ପଇସା ନ ଦେବାରୁ ତାଙ୍କୁ  ପୁଅ ରବି ଏକ କଟୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ଅଭିଯୁକ୍ତ ରବିକୁ ଧରି ପୋଲିସ ହେପାଜାତରେ ଦେଇଥିଲେ। ପାପଡହାଣ୍ଡି ପୋଲସ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ରବିକୁ ଗିରଫ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe