/odisha-reporter/media/post_attachments/uploads/2016/02/Docaiets-Arrest-1.jpg)
Docaiets Arrest-1
ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବାର ବଜରାଜସିଂହ ନିକଟରେ ଡକାୟତ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଡକାୟତମାନେ ବ୍ୟବହାର କରୁଥିବା ଏକ ଟାଟା ସଫାରୀ, ଗୋଟିଏ ବନ୍ଧୁକ, ୨ଟି ଗୁଳି ଓ ୩ଟି ମୋବାଇଲ ଜବତ କରିଛି। ସବୁଦାୟ ୬ଜଣ ଡକାୟତ କରିବା ପାଇଁ ଆସିଥିବା ବେଳେ ୪ ଜଣ ଫେରାର ହୋଇଯାଇଥିଲେ। ବିଭିନ୍ନ ଡକାୟତି ଘଟଣାରେ ଏହି ଗ୍ରୁପ ସଂପୃକ୍ତ ଥିବା ପୋଲିସ୍ କହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
