ନରସିଂହପୁର: ଡାକାୟତି ଉଦ୍ୟମ ବେଳେ ୨ ଗିରଫ

ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବାର ବଜରାଜସିଂହ ନିକଟରେ ଡକାୟତ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଡକାୟତମାନେ ବ୍ୟବହାର କରୁଥିବା ଏକ ଟାଟା ସଫାରୀ, ଗୋଟିଏ ବନ୍ଧୁକ, ୨ଟି ଗୁଳି  ଓ ୩ଟି ମୋବାଇଲ ଜବତ କରିଛି। ସବୁଦାୟ ୬ଜଣ  ଡକାୟତ କରିବା ପାଇଁ ଆସିଥିବା ବେଳେ ୪ ଜଣ ଫେରାର ହୋଇଯାଇଥିଲେ। ବିଭିନ୍ନ ଡକାୟତି ଘଟଣାରେ ଏହି ଗ୍ରୁପ ସଂପୃକ୍ତ ଥିବା ପୋଲିସ୍ କହିଛି।