Advertisment

ନରସିଂହପୁର: ଡାକାୟତି ଉଦ୍ୟମ ବେଳେ ୨ ଗିରଫ

ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବାର ବଜରାଜସିଂହ ନିକଟରେ ଡକାୟତ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଡକାୟତମାନେ ବ୍ୟବହାର କରୁଥିବା ଏକ ଟାଟା ସଫାରୀ, ଗୋଟିଏ ବନ୍ଧୁକ, ୨ଟି ଗୁଳି  ଓ ୩ଟି ମୋବାଇଲ ଜବତ କରିଛି। ସବୁଦାୟ ୬ଜଣ  ଡକାୟତ କରିବା ପାଇଁ ଆସିଥିବା ବେଳେ ୪ ଜଣ ଫେରାର ହୋଇଯାଇଥିଲେ। ବିଭିନ୍ନ ଡକାୟତି ଘଟଣାରେ ଏହି ଗ୍ରୁପ ସଂପୃକ୍ତ ଥିବା ପୋଲିସ୍ କହିଛି।

ଅଦ୍ୟତନ ହୋଇଛି
ନରସିଂହପୁର: ଡାକାୟତି ଉଦ୍ୟମ ବେଳେ ୨ ଗିରଫ

Docaiets Arrest-1

Advertisment

ନରସିଂହପୁର: କଟକ ଜିଲ୍ଲା ବଡ଼ମ୍ବାର ବଜରାଜସିଂହ ନିକଟରେ ଡକାୟତ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ୍ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଡକାୟତମାନେ ବ୍ୟବହାର କରୁଥିବା ଏକ ଟାଟା ସଫାରୀ, ଗୋଟିଏ ବନ୍ଧୁକ, ୨ଟି ଗୁଳି  ଓ ୩ଟି ମୋବାଇଲ ଜବତ କରିଛି। ସବୁଦାୟ ୬ଜଣ  ଡକାୟତ କରିବା ପାଇଁ ଆସିଥିବା ବେଳେ ୪ ଜଣ ଫେରାର ହୋଇଯାଇଥିଲେ। ବିଭିନ୍ନ ଡକାୟତି ଘଟଣାରେ ଏହି ଗ୍ରୁପ ସଂପୃକ୍ତ ଥିବା ପୋଲିସ୍ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe