BSF
Advertisment
ମାଲକାନଗିରି ଜିଲ୍ଲା କାଲିମେଲା ଥାନା ଅନ୍ତର୍ଗତ ମାରିଗେଟା ଗାଁ ନିକଟସ୍ଥ କମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି। ସେଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
Advertisment
ନିର୍ଦ୍ଦିଷ୍ଟ ସୂଚନା କ୍ରମେ ସୋମବାର ବିଏସ୍ଏଫ୍ ପକ୍ଷରୁ କମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ଅପରେସନ କରାଯାଇଥିଲା। ଏହି ସମୟରେ ମାଓ କ୍ୟାମ୍ପ ଠାବ କରାଯାଇଥିଲା।
ଉକ୍ତ କ୍ୟାମ୍ପରୁ ୨୫ଟି ଇଲେକ୍ଟ୍ରିକ ଡେଟୋନେଟର, ୧୦୮ଟି ଜିଲେଟିନ୍ ଷ୍ଟିକ୍ ଓ ୨୦ଟି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା। ଏହା ସହିତ ସେଠାରୁ ନକ୍ସଲଙ୍କ ପୋଷାକ, ବେଲ୍ଟ ଓ ପୁସ୍ତିକା ଜବତ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BSF_1688997481.jpg)