Advertisment

କୁବେର MVI; ୨୭ଟି ପ୍ଳଟ୍ ମଧ୍ୟରୁ ୧୦ଟି ବେନାମୀ

ଏହି ଚଢ଼ାଉ ବେଳେ ତାଙ୍କର କେବଳ ଭୁବନେଶ୍ୱରରେ ୨୭ଟି ପ୍ଲଟ ଠାବ କରାଯାଇଛି।

author-image
Manoj Swain

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ନୟାଗଡ଼ ଜିଲ୍ଲା ମୋଟର ଯାନ ନିରୀକ୍ଷକ ( MVI) ପଞ୍ଚାନନ ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ତାଙ୍କର କେବଳ ଭୁବନେଶ୍ୱରରେ ୨୭ଟି ପ୍ଲଟ ଠାବ କରାଯାଇଛି। ଏହି ୨୭ଟି ପ୍ଳଟ୍ ମଧ୍ୟରୁ ୧୦ଟି ବେନାମୀ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Vigilance Raid Odisha Mvi