Advertisment

ଏଟିଏମ ଲୁଟ୍‌ର ନୂଆ ତରିକା

ମେସିନ ନଭାଙ୍ଗି ହାଇଟେକ ଉପାୟରେ ଏଟିଏମରୁ ଟଙ୍କା ନେଇ ଯାଉଛନ୍ତି ଦୁର୍ବୃତ୍ତ ।

author-image
Manoj Swain

ATMରୁ ଅଭିନବ ଉପାୟରେ ଲୁଟ୍ । ମେସିନ ନଭାଙ୍ଗି ହାଇଟେକ ଉପାୟରେ ଏଟିଏମରୁ ଟଙ୍କା ନେଇ ଯାଉଛନ୍ତି ଦୁର୍ବୃତ୍ତ । ନା ଏଟିଏମ ତଡ଼ାଯିବ ନା ଭଙ୍ଗାଯିବ। ହେଲେ ବ୍ୟାଙ୍କ ଆକାଉଣ୍ଟରୁ ଗାୟବ ହୋଇଯିବ ଟଙ୍କା। ଏଭଳି ଲୁଟର ସିସିଟିଭି ଭିଜୁଆଲ ସାମ୍ନାକୁ ଆସିବା ପରେ ଏବେ ତତ୍ପର ପୁଲିସ। ଏମିତି ଏକ ଏଟିଏମ ଲୁଟ ହୋଇଛି ରାଜଧାନୀ ଭୁବନେଶ୍ୱର ଲୁଇସ ରୋଡ଼ରେ।

Advertisment
Odisha Bhubaneswar ATM Loot