Advertisment

ATMରୁ ଅଭିନବ ଉପାୟରେ ଲୁଟ୍

ATM ମେସିନ ନଭାଙ୍ଗି ହାଇଟେକ ଉପାୟରେ ଏଟିଏମରୁ ଟଙ୍କା ନେଇ ଯାଉଛନ୍ତି ଦୁର୍ବୃତ୍ତ ।

author-image
Manoj Swain

ATM ମେସିନ ନଭାଙ୍ଗି ହାଇଟେକ ଉପାୟରେ ଏଟିଏମରୁ ଟଙ୍କା ନେଇ ଯାଉଛନ୍ତି ଦୁର୍ବୃତ୍ତ । ନା ଏଟିଏମ ତଡ଼ାଯିବ ନା ଭଙ୍ଗାଯିବ। ହେଲେ ବ୍ୟାଙ୍କ ଆକାଉଣ୍ଟରୁ ଗାୟବ ହୋଇଯିବ ଟଙ୍କା। ଏଭଳି ଲୁଟର ସିସିଟିଭି ଭିଜୁଆଲ ସାମ୍ନାକୁ ଆସିବା ପରେ ଏବେ ତତ୍ପର ପୁଲିସ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha ATM Loot