ମୁମ୍ବାଇ NCB ହାତରେ ମୋଷ୍ଟ ୱାଣ୍ଟେଡ୍ ଗଞ୍ଜେଇ ମାଫିଆ । ଗଞ୍ଜେଇ ମାଫିଆ ନିଲୁ ପ୍ରଧାନକୁ ଭୁବନେଶ୍ବରୁ ଗିରଫ କଲା NCB । ନିଲୁର ଘର ଗଞ୍ଜାମରେ, NCBର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡ ମୃତ
୪ ଜଣ ଶିକାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ବନ କର୍ମଚାରୀ। ଆଉ କିଛି ଶିକାରୀ ଫେରାର ହୋଇଯାଇଛନ୍ତି।

Crime
ବୋହୂର ମୃତ୍ୟୁ ପରେ ଏନ୍ସିପି ନେତା ଫେରାର, ଗିରଫ କରିବାକୁ ଖୋଜୁଛି ପୁଲିସ
ଶବ ବ୍ୟବଚ୍ଛେଦ ରିପୋର୍ଟର ଆସିବା ପରେ ଏହି ମାମଲା ଆହୁରି ତୀବ୍ର ହୋଇଥିଲା।

National
ସାଇବର ଠକେଇ ରୋକିବ ଡିଜିଟାଲ ଗୁଇନ୍ଦା, ଆରମ୍ଭ ହେଲା ଏଫଆରଆଇ
ସାଇବର ଠକେଇ ଏବଂ ଆର୍ଥିକ ଅପରାଧର ମୁକାବିଲା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଟେଲିକମ୍ ବିଭାଗ (ଡିଓଟି) ଅଂଶୀଦାରମାନଙ୍କ ସହିତ ‘ଆର୍ଥିକ ଠକେଇ ବିପଦ ସୂଚକ (ଏଫଆରଆଇ)’ ତଥ୍ୟ ପ୍ରଦାନ କରିବା ପାଇଁ ଘୋଷଣା କରିଛି। ଏହା ହେଉଛି ଡିଜିଟାଲ ଗୁଇନ୍ଦା ମଞ୍ଚ ବା ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ (ଡିଆଇପି)ର ଅଂଶବିଶେଷ ରୂପରେ ବିକଶିତ ଏକ ବହୁମୁଖୀ ବିଶ୍ଳେଷଣାତ୍ମକ ଉପକରଣରୁ ପ୍ରାପ୍ତ ପରିଣାମ।

Crime
‘ମୁକ୍ତ ପାଲେଷ୍ଟାଇନ’ ନାରା ଦେଇ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କଲେ
ଇସ୍ରାଏଲ ଦୂତାବାସର ଦୁଇ ଜଣ ଅଧିକାରୀଙ୍କୁ ଅତ୍ୟନ୍ତ ନିକଟରୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି।

Crime
ଜାମିନ ଦେବାକୁ ହାଇକୋର୍ଟଙ୍କ ନିଆରା ସର୍ତ୍ତ
ଅଭିଯୁକ୍ତ ମହିଳା ମନୋଜ୍ଞାନ ପଟ୍ଟନାୟକ ଓ ଆଉ ଜଣେ ମିଶି କଟକ ଲିଙ୍କ୍ ରୋଡ୍ ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ପୃଥକ ଲୋନ ଆକାଉଣ୍ଟରେ ୧କୋଟି ୫ ଲକ୍ଷ ଟଙ୍କା ଋଣ କରିଥିଲେ। ପ୍ରତିବଦଳରେ ଭୁବନେଶ୍ୱର ଅର୍ଚିଡ୍ ପ୍ରାଇଡରେ ଥିବା ୩ଟି ପୃଥକ ସମ୍ପତ୍ତି ମୋର୍ଟଗେଜ ଭାବେ ଦାଖଲ କରିଥିଲେ।