/odisha-reporter/media/post_attachments/uploads/2016/02/ccc.jpg)
ccc
ନୂଆପଡ଼ା: ନୂଆପଡ଼ା ସଦର ପୋଲିସ୍ ୪ଜଣ ଆନ୍ତଃରାଜ୍ୟ ମୋବାଇଲ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ୟାଦରାମ ପଟେଲ, ଜିତେନ ସିଂ, ଧମେନ୍ଦ୍ର ସିଂ ଓ ସୁବାସ ବେହେରା। ତାଙ୍କ ପାଖରୁ ପୋଲିସ୍ ୩୨ଟି ମୋବାଇଲ ଓ ଗୋଟିଏ ଲାପଟପ୍ ଜବତ କରିଛି। ମୋବାଇଲ ଗୁଡ଼ିକର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ।
Advertisment
ସୂଚନାଯୋଗ୍ୟ, ଗତ ଫେବୃଆରୀ ୪ ତାରିଖ ରାତିରେ ନୂଆପଡ଼ା ସଦର ଅଞ୍ଚଳର ଗୁଲସନ ଜୈନଙ୍କ ମୋବାଇଲ ଦୋକାନରୁ ସଟର ଭାଙ୍ଗି ଲକ୍ଷାଧିକ ଟଙ୍କା ମୂଲ୍ୟର ମୋବାଇଲ ଚୋରି ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
