ନୂଆପଡ଼ା: ୪ ଆନ୍ତଃରାଜ୍ୟ ମୋବାଇଲ ଚୋର ଗିରଫ

ନୂଆପଡ଼ା: ନୂଆପଡ଼ା ସଦର ପୋଲିସ୍  ୪ଜଣ ଆନ୍ତଃରାଜ୍ୟ ମୋବାଇଲ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ୟାଦରାମ ପଟେଲ, ଜିତେନ ସିଂ, ଧମେନ୍ଦ୍ର ସିଂ ଓ ସୁବାସ ବେହେରା। ତାଙ୍କ ପାଖରୁ ପୋଲିସ୍ ୩୨ଟି ମୋବାଇଲ  ଓ ଗୋଟିଏ ଲାପଟପ୍  ଜବତ କରିଛି। ମୋବାଇଲ ଗୁଡ଼ିକର  ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ। ସୂଚନାଯୋଗ୍ୟ, ଗତ ଫେବୃଆରୀ ୪ ତାରିଖ ରାତିରେ ନୂଆପଡ଼ା ସଦର ଅଞ୍ଚଳର ଗୁଲସନ  ଜୈନଙ୍କ ମୋବାଇଲ […]

ccc

Rakesh Mallick
  • Published: Saturday, 27 February 2016
  • , Updated: 27 February 2016, 09:15 AM IST

ନୂଆପଡ଼ା: ନୂଆପଡ଼ା ସଦର ପୋଲିସ୍  ୪ଜଣ ଆନ୍ତଃରାଜ୍ୟ ମୋବାଇଲ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ୟାଦରାମ ପଟେଲ, ଜିତେନ ସିଂ, ଧମେନ୍ଦ୍ର ସିଂ ଓ ସୁବାସ ବେହେରା। ତାଙ୍କ ପାଖରୁ ପୋଲିସ୍ ୩୨ଟି ମୋବାଇଲ  ଓ ଗୋଟିଏ ଲାପଟପ୍  ଜବତ କରିଛି। ମୋବାଇଲ ଗୁଡ଼ିକର  ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ।

ସୂଚନାଯୋଗ୍ୟ, ଗତ ଫେବୃଆରୀ ୪ ତାରିଖ ରାତିରେ ନୂଆପଡ଼ା ସଦର ଅଞ୍ଚଳର ଗୁଲସନ  ଜୈନଙ୍କ ମୋବାଇଲ ଦୋକାନରୁ ସଟର ଭାଙ୍ଗି  ଲକ୍ଷାଧିକ ଟଙ୍କା ମୂଲ୍ୟର ମୋବାଇଲ ଚୋରି ହୋଇଥିଲା।

Related story