ବାବୁଙ୍କଠାରୁ ମିଳିଲା ଦେଢ କୋଟି ଟଙ୍କା, 45 ପ୍ଲଟ | Odisha Reporter
କାହା ଟଙ୍କାରେ ଠୁଳ ହୋଇଥିଲା ଏତେ ସମ୍ପତ୍ତି ? ଉପୁରି ଟଙ୍କାରେ ପରବର୍ତ୍ତୀ ପିଢୀ ପାଇଁ ଠୁଳ କରୁଥିଲେ ସମ୍ପତ୍ତି। ଭୁବନେଶ୍ୱରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା, ଭୁବନେଶ୍ୱରରେ ଗୋଟିଏ ଆପାର୍ଟମେଣ୍ଟ, ପାଣ୍ଡରାରେ ଗୋଟିଏ ଫ୍ଲାଟ ଓ ଢେଙ୍କାନାଳରେ ଗୋଟିଏ କ୍ରସର ଠାବ କରିଥିଲା ଭିଜିଲାନ୍ସ। ସେହିପରି ପ୍ରଦୀପଙ୍କର ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ୪୫ଟି ପ୍ଲଟ୍, ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ଗୋଟିଏ କାର୍, ୨ଟି ବାଇକ୍ ଓ ୧ କେଜି ସୁନା ଜବତ କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
