ସରକାରୀ ବାବୁଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ

  • Published: Tuesday, 06 August 2024
  • , Updated: 06 August 2024, 04:00 PM IST

କାହା ଟଙ୍କାରେ ଠୁଳ ହୋଇଥିଲା ଏତେ ସମ୍ପତ୍ତି ? ଉପୁରି ଟଙ୍କାରେ ପରବର୍ତ୍ତୀ ପିଢୀ ପାଇଁ ଠୁଳ କରୁଥିଲେ ସମ୍ପତ୍ତି। ଭୁବନେଶ୍ୱରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା, ଭୁବନେଶ୍ୱରରେ ଗୋଟିଏ ଆପାର୍ଟମେଣ୍ଟ, ପାଣ୍ଡରାରେ ଗୋଟିଏ ଫ୍ଲାଟ ଓ ଢେଙ୍କାନାଳରେ ଗୋଟିଏ କ୍ରସର ଠାବ କରିଥିଲା ଭିଜିଲାନ୍ସ। ସେହିପରି ପ୍ରଦୀପଙ୍କର ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ୪୫ଟି ପ୍ଲଟ୍, ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ଗୋଟିଏ କାର୍‌, ୨ଟି ବାଇକ୍‌ ଓ ୧ କେଜି ସୁନା ଜବତ କରାଯାଇଥିଲା।

Related story