Advertisment

ବାବୁଙ୍କ ଘର ନା ଜୁଏଲାରୀ ଦୋକାନ ?

ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ, ଘରୁ ବାହାରିଲା ପୁଳା ପୁଳା ସୁନା ।

author-image
Manoj Swain

ଭିଜିଲାନ୍ସ ହାବୁଡରେ ପଡିଥିବା ବାବୁଙ୍କ ସୁନା ଗଣିଲେ ସରୁନି । ଯେଉଁଠି ଦେଖିବ ଖାଲି ପୁଳା ପୁଳା ସୁନା । ଡ୍ର ଖୋଲିଲେ ସୁନା, ଆଲମିରା ଖୋଲିଲେ ସୁନା । କେବଳ ବାବୁଙ୍କ ଘରୁ ଏବେସୁଧା ବାହାରିଲାଣି ଅଧ କେଜିଏ ସୁନା । ଯେମିତି ଲାଗୁଛି ଯନ୍ତ୍ରୀଙ୍କ ଘରେ ଖୋଲିଛି ଜୁଏଲାରୀ  ଦୋକାନ...

Advertisment
Odisha Vigilance Raid