ଭିଜିଲାନ୍ସ ହାବୁଡରେ ପଡିଥିବା ବାବୁଙ୍କ ସୁନା ଗଣିଲେ ସରୁନି । ଯେଉଁଠି ଦେଖିବ ଖାଲି ପୁଳା ପୁଳା ସୁନା । ଡ୍ର ଖୋଲିଲେ ସୁନା, ଆଲମିରା ଖୋଲିଲେ ସୁନା । କେବଳ ବାବୁଙ୍କ ଘରୁ ଏବେସୁଧା ବାହାରିଲାଣି ଅଧ କେଜିଏ ସୁନା । ଯେମିତି ଲାଗୁଛି ଯନ୍ତ୍ରୀଙ୍କ ଘରେ ଖୋଲିଛି ଜୁଏଲାରୀ ଦୋକାନ...