ପୁଅଠାରୁ ଝିଅ କମ୍ ନୁହେଁ। ସେହି କଥା ଭାବି ଘରର ବୋଝ ହାଲ୍କା କରିବା ପାଇଁ ବାପା ଓ ମାଆଙ୍କ ସହିତ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ହେଲେ ଜାଣିନଥିଲା ଦାଦନ ସର୍ଦ୍ଦାରଙ୍କ ଚକ୍ରବ୍ୟୂହରେ ଫସିଯିବ ବୋଲି। ପରିସ୍ଥିତି ଏମିତି ହେଲା ରୋଗୀଣା ବାପାଙ୍କ ମୁକ୍ତି ପାଇଁ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଗଲା ୧୧ ବର୍ଷର କୁନି ଝିଅ। ହେଲେ ଆଜି ପର୍ଯ୍ୟନ୍ତ ବାହାରି ପାରିଲା ନାହିଁ। ସେପଟରେ ଝିଅର ଫେରିବା ବାଟକୁ ଅନାଇ ଅନାଇ ଆଖି ବୁଜିଲେ ବାପା। ଦାଦନ ଦୁଃଖର ଏପରି ବିକଳ ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲାରୁ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଗତକାଲିଠୁ ନିଖୋଜ ଥିଲେ ନାବାଳକ; ବସ୍ତାରୁ ମିଳିଲା ମୃତଦେହ
ନାବାଳକଙ୍କୁ ହତ୍ୟା କରି ବସ୍ତାରେ ପୂରାଇ ପଡ଼ୋଶୀର ଘର ସମ୍ମୁଖରେ ଫିଙ୍ଗିଦେଲେ।
Crime
ନିଶା ହେଲା କାଳ, ବଚସାରୁ କାଟି ଦେଲେ ଯୁବକଙ୍କ ତଣ୍ଟି
ସାମାନ୍ୟ ବଚସାରୁ ଘଟିଲା ଅଭାବନୀୟ କାଣ୍ଡ । ବ୍ଲେଡରେ ଜଣେ ଯୁବକଙ୍କ ତଣ୍ଟି କାଟିଦେଲେ ନିଶାସକ୍ତ ଜଣେ ଯୁବକ ।
Crime
ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଣେଶ ବର୍ଷେ ହେବ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ୧୦୮ ଆମ୍ବୁଲାନ୍ସରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ।
Crime
ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି
ପ୍ରଭାକରଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
Crime
ହୋଟେଲ ପାର୍କିଂରେ ଟ୍ରିପଲ ମର୍ଡର: ଦୁଇ ଯୁବକ, ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା
ଗୁଳିମାଡ଼ରେ ଦିଲ୍ଲୀର ଭିକ୍କି ଓ ବିପିନଙ୍କ ସମେତ ହିର୍ସାର ନିଆଙ୍କ ମୃତ୍ୟୁ ହୋଇଛି। ହୋଟେଲର ପାର୍କିଂରେ ଏମାନେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ୩ ଜଣଙ୍କୁ ହତ୍ୟା କରିଛନ୍ତି।