Advertisment

ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି ୧୧ ବର୍ଷର ଝିଅ

ରୋଗୀଣା ବାପାଙ୍କ ମୁକ୍ତି ପାଇଁ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଗଲା ୧୧ ବର୍ଷର କୁନି ଝିଅ। ହେଲେ ଆଜି ପର୍ଯ୍ୟନ୍ତ ବାହାରି ପାରିଲା ନାହିଁ। ସେପଟରେ ଝିଅର ଫେରିବା ବାଟକୁ ଅନାଇ ଅନାଇ ଆଖି ବୁଜିଲେ ବାପା।

Advertisment

ପୁଅଠାରୁ ଝିଅ କମ୍‌ ନୁହେଁ। ସେହି କଥା ଭାବି ଘରର ବୋଝ ହାଲ୍‌କା କରିବା ପାଇଁ ବାପା ଓ ମାଆଙ୍କ ସହିତ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ହେଲେ ଜାଣିନଥିଲା ଦାଦନ ସର୍ଦ୍ଦାରଙ୍କ ଚକ୍ରବ୍ୟୂହରେ ଫସିଯିବ ବୋଲି। ପରିସ୍ଥିତି ଏମିତି ହେଲା ରୋଗୀଣା ବାପାଙ୍କ ମୁକ୍ତି ପାଇଁ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଗଲା ୧୧ ବର୍ଷର କୁନି ଝିଅ। ହେଲେ ଆଜି ପର୍ଯ୍ୟନ୍ତ ବାହାରି ପାରିଲା ନାହିଁ। ସେପଟରେ ଝିଅର ଫେରିବା ବାଟକୁ ଅନାଇ ଅନାଇ ଆଖି ବୁଜିଲେ ବାପା। ଦାଦନ ଦୁଃଖର ଏପରି ବିକଳ ଚିତ୍ର ଆସିଛି ବଲାଙ୍ଗିର ଜିଲ୍ଲାରୁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe