ଅଧିକାରୀଙ୍କୁ ଖାଇବାକୁ ଦେଲେ ପୋକରା ଛତୁଆ, ବିଧାନସଭା ହୁଲୁସ୍ତୁଲୁ | Odisha Reporter
ପୋକ ସାଲୁବାଲୁ ସହ ନିମ୍ନମାନର ଛତୁଆ, ତାତିଲେ ଲୋକେ। ବିଡିଓଙ୍କ ସାମ୍ନାରେ ଢାଳି ପ୍ରତିବାଦ କଲେ । ଗନ୍ଧିଆ ଛତୁଆ ବିକ୍ରି କରି ନାଲି ହୋଇ ବୁଲୁଛନ୍ତି ବିକ୍ରେତା । ଆପଣ ବି ଦୃଶ୍ୟ ଦେଖି ଭାବୁଥିବେ କୋଉଠି ଏ ଘଟଣା, କଣ ରହିଥିଲା ପୂରା ସ୍ଥିତି। ଏ ହେଉଛି, ଭଦ୍ରକ ଜିଲ୍ଲା ତିହିଡି ପଞ୍ଚାୟତ ସମିତି ବୈଠକ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
