Advertisment

ନିମ୍ନମାନର ଛତୁଆ, ଅଧିକାରୀଙ୍କୁ ଖାଇବାକୁ ଦେଲେ ପୋକରା ଛତୁଆ

ପୋକ ସାଲୁବାଲୁ ସହ ନିମ୍ନମାନର ଛତୁଆ। ବିଡିଓଙ୍କ ସାମ୍ନାରେ ଢାଳି ପ୍ରତିବାଦ କଲେ ଲୋକେ ।

ଅଦ୍ୟତନ ହୋଇଛି
Advertisment

ପୋକ ସାଲୁବାଲୁ ସହ ନିମ୍ନମାନର ଛତୁଆ, ତାତିଲେ ଲୋକେ। ବିଡିଓଙ୍କ ସାମ୍ନାରେ ଢାଳି ପ୍ରତିବାଦ କଲେ । ଗନ୍ଧିଆ ଛତୁଆ ବିକ୍ରି କରି ନାଲି ହୋଇ ବୁଲୁଛନ୍ତି ବିକ୍ରେତା । ଆପଣ ବି ଦୃଶ୍ୟ ଦେଖି ଭାବୁଥିବେ କୋଉଠି ଏ ଘଟଣା, କଣ ରହିଥିଲା ପୂରା ସ୍ଥିତି। ଏ ହେଉଛି, ଭଦ୍ରକ ଜିଲ୍ଲା ତିହିଡି ପଞ୍ଚାୟତ ସମିତି ବୈଠକ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe