Advertisment

ଏଣୁ ମାରିଲେ ବ୍ରହ୍ମ ହତ୍ୟା, ତେଣୁ ମାରିଲେ ଗୋ ହତ୍ୟା!

ଓଡିଶାର ଡାକ୍ତିରୀ ଟିମ ଗୋପାଳର ମାନସିକ ସ୍ଥିତି ଠିକ ଥିବା କହୁଛି। ରିପୋର୍ଟରେ ଗୋପାଳର ସବୁ କିଛି ଠିକ ରହିଛି। ହେଲେ କ୍ରାଇମବ୍ରାଞ୍ଚର ଏକା ଜିଦ ବାଙ୍ଗାଲୋର ନିମାହାନ୍ସ ନେବୁ। ତିନି ସପ୍ତାହ ରଖିବୁ। ସେଠାରେ କୁଆଡେ ପରୀକ୍ଷା ନିରୀକ୍ଷା ହେଲେ ଗୋପାଳ ଜଣେ ମାନସିକ ରୋଗୀ ବୋଲି ଜଣାପଡିବ। ଏମିତି କିଛି ଯୋଜନା କରିବା ବେଳକୁ କଣ୍ଟା ସାଜିଲେ କୋର୍ଟ।

Odisha Odisha Police Naveen Patnaik Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe