Advertisment

ବୁଖାରୀର କଥାବାର୍ତ୍ତା ଓ ଚାଲିଚଳନକୁ ନେଇ ପ୍ରଥମେ ସନ୍ଦେହ କରିଥିଲେ ସାମ୍ବାଦିକ

2018 ମସିହାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା।

Advertisment

2018 ମସିହାରେ କଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ବୁଖାରୀର କଥାବାର୍ତ୍ତା ଓ ଚାଲିଚଳନକୁ ନେଇ ସନ୍ଦେହ କରିଥିଲେ ଧର୍ମଶାଳାର ସାମ୍ବାଦିକ ସେଖ୍‌ ଦିଲଦାର ଚାନ୍ଦ। ଯାହାକୁ ନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ସେତେବେଳେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଏହାକୁ ନେଇ ସାମ୍ବାଦିକ ସେଖ୍‌ ଦିଲଦାରଙ୍କ ଝିଅ କଣ କହିଛନ୍ତି ଶୁଣନ୍ତୁ ।

Advertisment
Jajpur Terrorist Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe