ଏକୁଟିଆ ପାଇ ଓଡିଆ ଝିଅକୁ ଝୁଣି ଖାଇଲେ 13 ପୁଅ | Odisha Reporter
Advertisment
ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଆନ୍ଧ୍ର ପ୍ରଦେଶର ବିଶାଖାପଟନମରେ ଜଣେ ୧୭ ବର୍ଷୀୟ ଓଡ଼ିଆ ଝିଅଙ୍କୁ ୧୩ ଜଣ ଲୋକ ଦୁଷ୍କର୍ମ କରିଛନ୍ତି। ଦୁଇଟି ଗ୍ରୁପରେ ୧୩ ଜଣ ତାଙ୍କ ସହ ଏଭଳି କାଣ୍ଡ ଘଟାଇଛନ୍ତି। ପ୍ରଥମେ ନାବାଳିକାଙ୍କୁ ତାଙ୍କ ପ୍ରେମିକ ଓ ପ୍ରେମିକର ସାଙ୍ଗ ଦୁଷ୍କର୍ମ କରିଥିଲେ। ଏହାପରେ ଆରବି ବିଚ୍ର ଆଉ ୧୧ ଜଣ ଫଟୋଗ୍ରାଫର ପୀଡ଼ିତାଙ୍କ ସହ ସମାନ କାଣ୍ଡ ଘଟାଇଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us