Advertisment

ପୁଣି ଥରେ ଖୋଲିବ ଅନେକ ପୁରୁଣା ଫାଇଲ

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାଠାରୁ ଆରମ୍ଭ କରି ମମିତା ମେହେର ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା କେସର ହେବ ରି-ଓପନ୍‌।

author-image
Manoj Swain

ପୁଣି ଥରେ ଖୋଲିବ ଅନେକ ପୁରୁଣା ଫାଇଲ୍‌। ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାଠାରୁ ଆରମ୍ଭ କରି ମମିତା ମେହେର ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା କେସର ହେବ ରି-ଓପନ୍‌। ଏ ନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Crime Naba Das