Advertisment

ପଡ଼ୋଶୀଙ୍କ ଘରେ ଲୁଚିଥିଲେ ଯନ୍ତ୍ରୀ !

ସୁନୀଲ ପାଢ଼ୀ ଭୁବନେଶ୍ବର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି।

author-image
Manoj Swain

ଧରା ପଡ଼ିଲେ ଭିଜିଲାନ୍ସ ରେଡ ବେଳେ ଘର ଛାତ ଡେଇଁ ଚମ୍ପଟ୍ ମାରିଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢୀ। ଆଜି ଭୁବନେଶ୍ବର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌କୁ ଦେଖି ସୁନୀଲ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ। ସୁନୀଲ ପାଢ଼ୀ ଭୁବନେଶ୍ବର RWS&Sର କନିଷ୍ଠ ଯନ୍ତ୍ରୀ ଅଛନ୍ତି।

Advertisment
Vigilance Raid Bhubaneswar Odisha