Advertisment

ଜେଲରଙ୍କୁ ମୁଣ୍ଡ ଦରକାର, ଅଭିଯୋଗକାରୀକୁ ବଟି !

ପାଞ୍ଚ ମିନିଟରୁ ଅଧିକ ସମୟ ଧରି ବ୍ୟକ୍ତିଗତ କଥାବାର୍ତ୍ତାରୁ ସ୍ପଷ୍ଟ ଜଣାପଡୁଛି ଦଲାଲ ପ୍ରମୋଦ ବେହେରା ଓ ଜେଲର ବିକାଶଲତା ବାରୁଙ୍କ ସଂପର୍କ ଘନିଷ୍ଠ ।

author-image
Manoj Swain

ପାଞ୍ଚ ମିନିଟରୁ ଅଧିକ ସମୟ ଧରି ବ୍ୟକ୍ତିଗତ କଥାବାର୍ତ୍ତାରୁ ସ୍ପଷ୍ଟ ଜଣାପଡୁଛି ଦଲାଲ ପ୍ରମୋଦ ବେହେରା ଓ ଜେଲର ବିକାଶଲତା ବାରୁଙ୍କ ସଂପର୍କ ଘନିଷ୍ଠ । ତେଣୁ ପ୍ରମୋଦ ଉପରେ ଭରସା ରଖି, ଆଉ କାହାର ମୁଣ୍ଡ ଆଣିବା ପାଇଁ ତାଗିଦ କରୁଛନ୍ତି ଜେଲର ମ୍ୟାଡମ ।

Advertisment
Odisha Balangir