Advertisment

ସାପୁଆ ମୁଁହରେ ଭୟଙ୍କର ଷଡ଼ଯନ୍ତ୍ରର କାହାଣୀ !

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ବିଷାକ୍ତ ନାଗ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟଣା ।

Advertisment

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ବିଷାକ୍ତ ନାଗ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟଣା । ଏହି ଘଟଣା ଘଟିଥିଲା ଗତ ଅକ୍ଟୋବର ମାସ ୭ ତାରିଖରେ। ସ୍ତ୍ରୀ ବାସନ୍ତୀ ପାତ୍ର ଓ ଝିଅ ଦେବସ୍ମିତା ଶୋଇଥିବା ବେଳେ ଘରେ ସାପ ଛାଡ଼ିଥିଲେ ଗଣେଶ ପାତ୍ର। ସେ ଏକ ବିଷାକ୍ତ ନାଗ ସାପ ଘରେ ଛାଡ଼ିଥିଲେ। ନାଗ ସାପଟିକୁ ସେ ଜଣେ ସାପୁଆ କେଳା ପାଖରୁ ଆଣିଥିଲେ। ତେବେ ଏହି ହତ୍ୟା ମାମଲାରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ ସାଂଘାତିକ ତଥ୍ୟ ।

Advertisment
Odisha Ganjam Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe