Advertisment

ବିଷାକ୍ତ ନାଗ ସାପ ଛାଡ଼ି ସ୍ତ୍ରୀ ଓ ଝିଅକୁ ହତ୍ୟା

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ବିଷାକ୍ତ ନାଗ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି।

ଅଦ୍ୟତନ ହୋଇଛି
Advertisment

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗାଁରେ ସାପ କାମୁଡ଼ାରେ ମା’ଝିଅଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ସାପ ଆପେ ଆପେ ଘରେ ପଶି ସେମାନଙ୍କୁ ମାରି ନଥିଲା। ସେମାନଙ୍କୁ ମାରିବା ପାଇଁ ସାପକୁ ଘର ଭିତରେ ଛଡ଼ା ଯାଇଥିଲା। ସାପକୁ ଘରେ ଛାଡ଼ିଥିଲେ ନିଜେ ମୃତ ମହିଳାଙ୍କ ସ୍ୱାମୀ ତଥା ସେହି ଛୋଟ ଝିଅର ବାପା। କବିସୂର୍ଯ୍ୟନଗର ପୁଲିସ୍ ଏନେଇ ସୁରାଗ ପାଇବା ପରେ ଅଭିଯୁକ୍ତ କେ. ଗଣେଶ ପାତ୍ରକୁ ଗିରଫ କରିଛି।

Advertisment
Ganjam Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe