Advertisment

କନେଷ୍ଟବଳଙ୍କ ଦବଙ୍ଗଗିରି; ପ୍ରେମରେ ବିଫଳ ହେବାରୁ ନର୍ସଙ୍କୁ ଆକ୍ରମଣ କଲେ

ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।

author-image
Manoj Swain

ନର୍ସଙ୍କୁ ଏକ ତରଫା ପ୍ରେମ କରୁଥିଲେ କନ୍‌ଷ୍ଟେବଳ। ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରାଜି ନ ହେବାରୁ ନର୍ସ ମ୍ୟାଡାମଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ କନ୍‌ଷ୍ଟେବଳ। ଏପରି ଅଭିଯୋଗ ଯାଜପୁର ଜିଲ୍ଲାରୁ ଆସିଛି। ଦେଖନ୍ତୁ ପୂରା ରିପୋର୍ଟ ।

Advertisment
Odisha Jajpur Police