ପ୍ରେମ ହେଲାନି ସଫଳ !ନର୍ସ ମ୍ୟାଡାମଙ୍କୁ ନିସ୍ତୁକ ପିଟିଲେ କନେଷ୍ଟବଳ | Odisha Reporter
Advertisment
ନର୍ସଙ୍କୁ ଏକ ତରଫା ପ୍ରେମ କରୁଥିଲେ କନ୍ଷ୍ଟେବଳ। ରାତି ଅଧରେ ଷ୍ଟାଫ୍ ନର୍ସଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରାଜି ନ ହେବାରୁ ନର୍ସ ମ୍ୟାଡାମଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ କନ୍ଷ୍ଟେବଳ। ଏପରି ଅଭିଯୋଗ ଯାଜପୁର ଜିଲ୍ଲାରୁ ଆସିଛି। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us