ଟଏଲେଟ ଥିଓରୀ: ଚିରାଚିଠିର ସତ | Odisha Reporter
ଟଏଲେଟ ଥିଓରୀକୁ ନେଇ ମନରେ ଉଠିଲା ପ୍ରଶ୍ନ। ୪ ଦିନ ଧରି ଟାଙ୍କିରେ ଚିଠି ସୁରକ୍ଷିତ ରହିଲା କିପରି? ଚିଠି ସେ ପୂର୍ବରୁ ଲେଖିଥିଲେ ନା ଥାନାକୁ ଅଣାଯିବା ପରେ ଲେଖିଲେ? ଯଦି ଥାନା ଭିତରେ ଲେଖିଥିଲେ ତାହେଲେ ସାଂଘାତିକ। ଲେଖିବାକୁ କାଗଜ, କଲମ୍ କେଉଁଠୁ ପାଇଲେ ଗୋପାଳ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
