ଟଏଲେଟ ଥିଓରୀ: ଚିରାଚିଠିର ସତ

Debendra Prusty
  • Published: Friday, 03 February 2023
  • , Updated: 03 February 2023, 11:12 AM IST

ଟଏଲେଟ ଥିଓରୀକୁ ନେଇ ମନରେ ଉଠିଲା ପ୍ରଶ୍ନ। ୪ ଦିନ ଧରି ଟାଙ୍କିରେ ଚିଠି ସୁରକ୍ଷିତ ରହିଲା କିପରି? ଚିଠି ସେ ପୂର୍ବରୁ ଲେଖିଥିଲେ ନା ଥାନାକୁ ଅଣାଯିବା ପରେ ଲେଖିଲେ? ଯଦି ଥାନା ଭିତରେ ଲେଖିଥିଲେ ତାହେଲେ ସାଂଘାତିକ। ଲେଖିବାକୁ କାଗଜ, କଲମ୍ କେଉଁଠୁ ପାଇଲେ ଗୋପାଳ?

Related story