ବୀରମିତ୍ରପୁର: ପୋଲିସ୍-ପିଏଲ୍‌ଏଫ୍‌ଆଇ ଗୁଳି ବିନିମୟ, ୫ ବାଇକ୍‌ ସହ ପିସ୍ତଲ ଜବତ

ସୁନ୍ଦରଗଡ଼: ବୀରମିତ୍ରପୁର ସୀମାନ୍ତ ବଙ୍ଗେରା ଜଙ୍ଗଲରେ ପୋଲିସ ଓ ପିଏଲ୍‌ଏଫ୍‌ଆଇ ମଧ୍ୟରେ ଗୁଳି ବିନିମୟ ଘଟିଛି। ପ୍ରାୟ ୨ ଘଣ୍ଟା ଧରି ଗୁଳିବିନିମୟ ପରେ ପିଏଲ୍‌ଏଫ୍‌ଆଇ ସଦସ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ଜଙ୍ଗଲରୁ ପୋଲିସ ୫ଟି ବାଇକ୍‌, ଗୋଟିଏ ପିସ୍ତଲ ଜବତ କରିଛି। ଏହି ଘଟଣାରେ କିଏ ମୃତାହତ ହୋଇ ଥିବା ଜଣାପଡିନାହିଁ। ପୋଲିସ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରଖିଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବାବଜୋର ଫାଣ୍ଡି ଅଧୀନରେ ଥିବା ଏହି ଜଙ୍ଗଲରେ ଗୁଳି ବିନିମୟ ହୋଇଛି।

plfi

plfi

Rakesh Mallick
  • Published: Sunday, 28 February 2016
  • Updated: 29 February 2016, 10:27 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story