ଅଦ୍ୟତନ ହୋଇଛି
plfi
Advertisment
ସୁନ୍ଦରଗଡ଼: ବୀରମିତ୍ରପୁର ସୀମାନ୍ତ ବଙ୍ଗେରା ଜଙ୍ଗଲରେ ପୋଲିସ ଓ ପିଏଲ୍ଏଫ୍ଆଇ ମଧ୍ୟରେ ଗୁଳି ବିନିମୟ ଘଟିଛି। ପ୍ରାୟ ୨ ଘଣ୍ଟା ଧରି ଗୁଳିବିନିମୟ ପରେ ପିଏଲ୍ଏଫ୍ଆଇ ସଦସ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ। ଜଙ୍ଗଲରୁ ପୋଲିସ ୫ଟି ବାଇକ୍, ଗୋଟିଏ ପିସ୍ତଲ ଜବତ କରିଛି। ଏହି ଘଟଣାରେ କିଏ ମୃତାହତ ହୋଇ ଥିବା ଜଣାପଡିନାହିଁ। ପୋଲିସ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରଖିଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବାବଜୋର ଫାଣ୍ଡି ଅଧୀନରେ ଥିବା ଏହି ଜଙ୍ଗଲରେ ଗୁଳି ବିନିମୟ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/plfi.jpg)