Advertisment

ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

author-image
Manoj Swain

2022ରେ ବ୍ୟାଙ୍କରୁ 75 ଲକ୍ଷ ଟଙ୍କା ଲୋନ ନେଲେ। 20 ବର୍ଷ ଯାଏ ଏହାକୁ ସୁଝିବାର ଥିଲା। ହେଲେ 24 ମାସରେ ପୁରା ଟଙ୍କା ସୁଝି ଦେଲେ। ଅର୍ଥାତ ଯଦି ହିସାବ କରାଯାଏ ତେବେ ମାସକୁ ପ୍ରାୟ 3 ଲକ୍ଷ ଟଙ୍କା ପଡୁଛି। ବାବୁଙ୍କର ମାସିକ ଦରମା ହେଉଛି 80 ହଜାର ଟଙ୍କା। ହଠାତ କେଉଁ ସୂତ୍ରରୁ ଏତେ ଟଙ୍କା ଆଣିଲେ ଯେ, 20 ବର୍ଷର ଲୋନକୁ ମାତ୍ର 20 ମାସରେ ସୁଝି ଦେଲେ ? କିଏ ଦେଲା ଏତେ ଟଙ୍କା ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vigilance Raid