ଭିଜିଲାନ୍ସ ପଞ୍ଝାରେ ଡିଡିଏମ, କେଉଁଠୁ ଆଣିଲେ 75 ଲକ୍ଷ ଟଙ୍କା ? | Odisha Reporter
Advertisment
2022ରେ ବ୍ୟାଙ୍କରୁ 75 ଲକ୍ଷ ଟଙ୍କା ଲୋନ ନେଲେ। 20 ବର୍ଷ ଯାଏ ଏହାକୁ ସୁଝିବାର ଥିଲା। ହେଲେ 24 ମାସରେ ପୁରା ଟଙ୍କା ସୁଝି ଦେଲେ। ଅର୍ଥାତ ଯଦି ହିସାବ କରାଯାଏ ତେବେ ମାସକୁ ପ୍ରାୟ 3 ଲକ୍ଷ ଟଙ୍କା ପଡୁଛି। ବାବୁଙ୍କର ମାସିକ ଦରମା ହେଉଛି 80 ହଜାର ଟଙ୍କା। ହଠାତ କେଉଁ ସୂତ୍ରରୁ ଏତେ ଟଙ୍କା ଆଣିଲେ ଯେ, 20 ବର୍ଷର ଲୋନକୁ ମାତ୍ର 20 ମାସରେ ସୁଝି ଦେଲେ ? କିଏ ଦେଲା ଏତେ ଟଙ୍କା ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us