Advertisment

ଇଞ୍ଜିନିୟର ବାବୁଙ୍କ ଆମାପ ସମ୍ପତ୍ତି; ଉତ୍ତରପ୍ରଦେଶ ମଥୁରାରେ ୨ଟି ପ୍ଲଟ ଠାବ କଲା ଭିଜିଲାନ୍ସ

ବଲାଙ୍ଗିର ଲୋୟର ସୁକତେଲ୍‌ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରାଯାଇଛି।

author-image
Manoj Swain

ଓଡିଶାରେ ପ୍ଲଟ କିଣି ହାଲିଆ ହେବା ପରେ ବାହାରେ ଆଖେଇଥିଲେ, ସାରା ଓଡିଶାରୁ ମିଳିଛି 34ଟି ପ୍ଲଟ, ଉତ୍ତରପ୍ରଦେଶ ମଥୁରାରେ ବି ହାତେଇଛନ୍ତି ଦୁଇଟି ପ୍ଲଟ । ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ, ଯେତେ ଖୋଜିଲେ, ସେତେ ବାହାରୁଛି ଇଞ୍ଜିନିୟରଙ୍କ ସମ୍ପତ୍ତି । ଦ୍ବିତୀୟ ଦିନ ରେଡ୍ ବେଳେ ମିଳିଛି ଆହୁରି ସମ୍ପତ୍ତି ସମ୍ପର୍କରେ ସୂଚନା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Vigilance Raid