Advertisment

ଇଞ୍ଜିନିୟର ବାବୁଙ୍କ ଆମାପ ସମ୍ପତ୍ତି; ଉତ୍ତରପ୍ରଦେଶ ମଥୁରାରେ ୨ଟି ପ୍ଲଟ ଠାବ କଲା ଭିଜିଲାନ୍ସ

ବଲାଙ୍ଗିର ଲୋୟର ସୁକତେଲ୍‌ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରାଯାଇଛି।

Advertisment

ଓଡିଶାରେ ପ୍ଲଟ କିଣି ହାଲିଆ ହେବା ପରେ ବାହାରେ ଆଖେଇଥିଲେ, ସାରା ଓଡିଶାରୁ ମିଳିଛି 34ଟି ପ୍ଲଟ, ଉତ୍ତରପ୍ରଦେଶ ମଥୁରାରେ ବି ହାତେଇଛନ୍ତି ଦୁଇଟି ପ୍ଲଟ । ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ, ଯେତେ ଖୋଜିଲେ, ସେତେ ବାହାରୁଛି ଇଞ୍ଜିନିୟରଙ୍କ ସମ୍ପତ୍ତି । ଦ୍ବିତୀୟ ଦିନ ରେଡ୍ ବେଳେ ମିଳିଛି ଆହୁରି ସମ୍ପତ୍ତି ସମ୍ପର୍କରେ ସୂଚନା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Vigilance Raid Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe