ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଲେ ବ୍ୟବସାୟୀ

ଦୁର୍ବୃତ୍ତ ଜଣଙ୍କ ଲୁଟ୍ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି।

Gun

Representational image

Tapaswini Nayak
  • Published: Wednesday, 20 December 2023
  • Updated: 20 December 2023, 08:04 AM IST

Sports

Latest News

ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ପୋଦାର କଲୋନୀରେ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। ଲୁଟ୍‌ ଉଦ୍ଦେଶ୍ୟରେ ଜଣେ ଦୁର୍ବୃତ୍ତ ଡାଲି ଗୁଳିମାଡ଼ କରିଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡାଲି ବ୍ୟବସାୟୀ। ପୁଲିସ ଗୋଟିଏ ଖୋକା ଜବତ କରିଛି।

ସୂଚନା ଅନୁସାରେ, ପୋଦାର କଲୋନୀର ମୁକେଶ ଜୈନ ନାମକ ଜଣେ ଡାଲି ବ୍ୟବସାୟୀ ଗତକାଲି ବିଳମ୍ବିତ ରାତିରେ ଗୋଦାମ ବନ୍ଦ କରି ସ୍କୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଘର ସାମ୍ନାରେ ଜଣେ ଦୁର୍ବୃତ୍ତ ତାଙ୍କ ଟଙ୍କା ବ୍ୟାଗକୁ ଛଡ଼ାଇ ନେବା ପାଇଁ ଚେଷ୍ଟା କରିଥିଲା। ଏନେଇ ଡାଲି ବ୍ୟବସାୟୀ ଓ ଦୁ‍ର୍ବୃତ୍ତଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କୁ ଦେଖି ଦୁ‍ର୍ବୃତ୍ତ ଜଣଙ୍କ  ବ୍ୟବସାୟୀଙ୍କ ଉପରକୁ ଗୋଟିଏ ରାଉଣ୍ଡ୍ ଫାୟାରିଂ କରିଥିଲେ। ପରେ ସେଠାରେ ଦୌଡ଼ି ପଳାଇଥିଲା। ହେଲେ ବ୍ୟବସାୟୀଙ୍କ ଉପରେ ଗୁଳିଟି ବାଜି ନଥିଲା।

Also Read

ଖବର ପାଇ ସମ୍ବଲପୁର ଅତିରିକ୍ତ SP ଓ SDPOଙ୍କ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ବୃତ୍ତ ଜଣଙ୍କ ଲୁଟ୍ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story